10 May 2014

-----------ଏଇ ତ ଜୀବନ-----------

କଟକ ଠାରୁ ଭୁବେନଶ୍ଵର  ଗାଡି ଧାଡି କି ଧାଡି
                   କଣ୍ଡକ୍ଟର ଡାକୁଛି ହାତ ଠାରି ଠାରି ........

ଟ୍ରାଫିକ ଜାମ ,ବସ ଜାମ ,ପବ୍ଲିକ ବି ଜାମ
                  ପୁଲିସ ଭାଇ ହଉଛି  ଏଠି ପୁରା ମାଲମାଲ

ଲାଇସେନ୍ସ ଚେକ ,ହେଲମେଟ  ଚେକ  ସବୁ କରୁଛି
                  ଖିଲାଫ  ହେଲେ ପଛ ଆଡେ ଗୁଞ୍ଜା ନଉଛି ......

ଧନ୍ୟ  ଏ ଜୀବନ .........     ପୁଲିସ ବି କନକନ ..... 

ସୁନ୍ଦରୀ ଟୋକୀ କୁ ଟୋକା ଲିଫ୍ଟ ଦଉଛି ....
                   ବୁଢା ଲୋକ କୁ  ପାସ ପାଶ କହୁଛି ...

ଗର୍ଲଫ୍ରେନ୍ଡ ପାଇଁ  b’day  gift  କିଣୁଛି ....
              ବାପା  ମା ଙ୍କ medicine ଭୁଲି ଯାଉଛି.....

ମୋବାଇଲ ଦୁନିଆ  ଏଠି ସବୁ  ତ  busy
               ବଞ୍ଚିବାଟା ଦୋସ୍ତ ଏଠି ନୁହରେ easy

ବାଃ ବାଃ ରେ  ଏ ଜୀବନ .....ବିକଳ ବି ଛନଛନ..........


No comments:

Post a Comment