19 July 2013

SAPANA RA KANDHEI

ବିଧାତା ଗଢିଛି  ହାତେ  ରଙ୍ଗ ତୂଳି  ଧରି
                     ଆସିଛୁ  ଏଠିକି  କହ  କାହା ସାଥେ  ହାତ ଧରି ,
ବାଟ ଭୁଲି ଯିବୁ ଯଦି ,ତୋତେ ବାଟ ଦେଖେଇବି .....
ଅନ୍ଧାର କୁ ଡରି ଗଲେ,ଆଲୁଅ ମୁ  ଆଣିଦେବି....
      ମୁ ବଞ୍ଚି ପାରିବିନି କେବେ ତୋ ବିନା .....
       ସୁତା  ବିନା ମାଳଟିଏ  ନହୁଏ ଯେ  ଗଢା

ମୋ ଜୀବନରେ  କେବେ  ଆସିଲୁ  ମୁ ଜାଣେନା
ତୋ ସାଥେ  ଜୀଈବା  ପାଇଁ ଖୋଜୁଛି  ବାହାନା....
ସହଜରେ ହସେଇବା ଶିଖେଇଛୁ ତୁ ......
ତତେ ଛାଡି କେମିତି  ବଞ୍ଚିବିରେ  ମୁଁ .....
               ବାଦଲ କୁ ଛାଡି ମେଘ  ରହିକି ପାରିବ ?
                ବସା ଛାଡ଼ି ପକ୍ଷୀ ଯାଇକି ପାରିବ....


             

No comments:

Post a Comment