10 May 2014


-----------ମୁଁ  ଓଡିଆ ------------

ଏଠି ରଥ ଯାତରା,ସ୍ନାନ ପୁର୍ଣିମା ଅଲଗା ତାର ମଜା
ରଜ ଦୋଳି କୁ ଏଣ୍ଡୁରି ପିଠା ଯୋଡି  ତାର କାଚ ମାର୍କା ;
ପୁଚି ଖେଳ କୁ ,ବାଗୁଡି ଖେଳ
ବୋହୁ ବୋହୁ କା କଣ୍ଢେଇ ନାଚ
ଏଠି ମମତା  ଡୋରୀ  ରେ ସଭିଏଁ ଯୋଡା
ମୁ ଗରବେ କହୁଛି ଏତିକି ମୁଁ  ଓଡିଆ

ମୁଁ  ଓଡିଆ ॥ 
.........୧......................

ଏଠି ଭଉଣୀ ଅଳି; ପଡିଶା କଳି ପୁଣି ସାଙ୍ଗ ହେଇ ଚଳିବା
ଗାଁ ମୁଣ୍ଡର  ପୋଲ ପାଖ ରେ  ଗୁଲି ଖଟି ମାରିବା
ବାପା ଙ୍କ ରାଗ , ମା ଆଦର ;
ଭାଇ ର ସ୍ନେହ ପ୍ରେମ ନିବିଡ ;
ଏଠି ସ୍ନେହ ,ଆଦରର  ଭାଷା ନିଆରା
ମୁ ଗରବେ କହୁଛି ଏତିକି ମୁଁ  ଓଡିଆ
ମୁଁ  ଓଡିଆ
...........୨ ...............
(contd.)

No comments:

Post a Comment